News
WhatsApp Image 2023-10-04 at 17.25.00
samparksetu

ବାଇକ୍ ଧକ୍କାରେ ଯୁବକ ଗୁରୁତର

ବାଇକ୍ ଧକ୍କାରେ ଯୁବକ ଗୁରୁତର । ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଭିତରଦିଗ ପାଟଣାର ନନ୍ଦ କିଶୋର ସାହୁଙ୍କ ପୁଅ ଶିଶିର ସାହୁ(୨୬)ନିଜ ବାଇକ୍ ଯୋଗେ କାଳୀବଜାରରୁ କଲେଜରୋଡ ଯିବା ସମୟରେ ବିପରୀତ ଦିଗରୁ ଦୃତଗତିରେ ଆସୁଥିବା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କୁହିକା ପଞ୍ଚାୟତର ବାମ୍ବିଲୋ ଗ୍ରାମର ବିଜୟ ପାତ୍ରଙ୍କ ପୁଅ ଲିପୁନ ପାତ୍ର ବାଇକ୍ ନମ୍ବର ଓଆର ୧୫କେ ୩୫୬୭ ଧକ୍କା ଦେଇଥିଲା ।

ଶିଶିରଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ଭୁବନ ପରେ କଟକ ବଡଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି।

new life
You might also like
error: Content is protected !!