News
WhatsApp Image 2023-10-04 at 17.25.00
samparksetu

ଦୋଳ ପୂର୍ଣ୍ଣିମାରେ ଅଘଟଣ ; ପୋଖରୀରେ ବୁଡି ଶିଶୁ ମୃତ !

ଦୋଳ ପୂର୍ଣ୍ଣିମାରେ ଅଘଟଣ , ପୋଖରୀରେ ବୁଡି ଜଣେ ଶିଶୁ ର ମୃତ୍ୟୁହୋଇଛି । ମୃତକ ହେଲେ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମ ମୁଣ୍ଡାସାହିର ବିଭୁ ପିଙ୍ଗୁଆ ଙ୍କ ୪ ବର୍ଷର ପୁଅ ରୋସନ ପିଙ୍ଗୁଆ।

ଆଜି ମଧ୍ୟାହ୍ନ ସମୟରେ ରୋସନ ସାଙ୍ଗମାନଙ୍କ ସହ ଗ୍ରାମର ବଡଥାଳିଆ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁ ସେ ବୁଡିଯାଇଥିବାର ସୂଚନା ମିଳିଛି । ଖବର ପାଇ ପରିବାର ଲୋକେ ଆସି ଖୋଜାଖୋଜି କରି ଉଦ୍ଧାର କରି କାମାକ୍ଷାନଗର ମେଡିକାଲକୁ ନେଇଥିଲେ , ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

new life
You might also like
error: Content is protected !!