News
WhatsApp Image 2023-10-04 at 17.25.00
samparksetu

ଟାଉନଥାନା ପୋଲିସ ହାତରେ ୨ ଚୋର ; ଚୋରି ପିକ୍ଅପ ଭ୍ୟାନ ଜବତ

ଢେଙ୍କାନାଳ ପୋଲିସ ହାତରେ ଲାଗିଛି ନୂଆ ସଫଳତା , ଗତ ମାର୍ଚ୍ଚମାସ ୨୧ ଓ ୨୨ ତାରିଖ ରାତି ୩ଟାରେ ଏକ କାର ଯୋଗେ ୨ ଜଣ ଦୃବୃତ ଆସି ଗଣେଶ ବଜାର ପରିବା ମାର୍କେଟ ନିକଟରୁ ଏକ ପିକଅପ ଭ୍ୟାନ ଚୋରି କରି ନେଇଥିଲେ ।

ଏ ସମ୍ବନ୍ଧରେ ଗାଡି ମାଲିକ ଏକ ମାମଲା ରୁଜୁ କରିଥିବା ବେଳେ , ଢେଙ୍କାନାଳ ପୋଲିସ୍‌ ତଦନ୍ତ ଆରମ୍ଭ କରିଥିବା

ତେବେ ତଦନ୍ତରୁ ମିଳିଛି ସଫଳତା , ବେଗୁନିଆ ଅଞ୍ଚଳରୁ ୨ ଜଣକୁ ଗିରଫ କରିବା ସହିତ ଚୋରି ପିକ୍ଅପ ଭ୍ୟାନ ସହିତ ସେମାନଙ୍କଠାରୁ ଚୋରି ରାତିରେ ବ୍ୟବହୃତ କାର ଓ ୨ଟି ମୋବାଇଲ ଫୋନ ଜବତ କରିଛି ପୋଲିସ।

new life
You might also like
error: Content is protected !!