News
WhatsApp Image 2023-10-04 at 17.25.00
samparksetu

ସଡ଼କ ଦୁର୍ଘଟଣାରେ ୨ମୃତ !

ଜାତୀୟ ରାଜପଥ ୫୩ ମୁକ୍ତାପଶି ନିକଟରେ ଦୁଇ ଯୁବକ ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।

ଭୁବନ ଥାନା ଗଡ଼ନୃସିଂହପ୍ରସାଦ ପଞ୍ଚାୟତର ପଳାଶପିଠିଆ ଗ୍ରାମର ତୋଫାନ ମହାପାତ୍ର ସ୍ମୃତି ରଞ୍ଜନ ଜେନା ଏକ ମୋଟର ସାଇକେଲ ରେ ନିଜ ଘରୁ ମଠକରଗୋଳ। ଯାଉଥିଲେ । ମୁକ୍ତାପଶି ଠାରେ କାମାକ୍ଷାନଗର ଆଡୁ ଆସୁଥିବା ଏକ ପିଚୁ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇଥିଲା ।

ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମଠକରଗୋଳ। ପରେ କାମାକ୍ଷାନଗର କୁ ନିଆଯାଇଥିଲା । କାମାକ୍ଷାଗର ମେଡ଼ିକାଲ ରେ ସ୍ମୃତି ରଞ୍ଜନ ଙ୍କ ମୃତ୍ୟୁ ହୋଇଥିବା ବେଳେ ତୋଫାନ ଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମଧ୍ୟ ମୃତକ ଘୋଷଣା କରିଛନ୍ତି ।

new life
You might also like
error: Content is protected !!