News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାରେ ନୂତନ ୨୫୨ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାର ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୨ ହୋଇଥିବା ବେଳେ, ସଂଙ୍ଗରୋଧରୁ ୨୨୩ ଓ ଡାକ୍ତରଖାନାରୁ ୨୯।

ଗଁଦିଆ ବ୍ଲକର ଟୋଲରପଶିରୁ ୫ ଜଣ, ଯୋରନ୍ଦାର ୪ ଜଣ, ପିଙ୍ଗୁଆର ୬ଜଣ, ଦେଓଗାଁ, ଅଙ୍କୁରଦା, ଅର୍ଣ୍ଣପୁର ୩ ଜଣ ଲେଖାଏଁ, ଆମ୍ବବାହାଳୀ, କେନ୍ଦୁପଡା, ଆତିଣ୍ଡା, ବିଧାରପୁର ଗାଁ ର ୨ ଜଣ ଲେଖାଏଁ ଓ ମହୁଲଖୋଳି, ଠାକୁରପାଳ, ସନ୍ଥପୁର, ତେରମାଇଲି, ବେଲମାଳିଆ, ଛାଟିଆ, ଦଧିସିଙ୍ଗା, ଦଶମାଣପାଟଣା, ଜାମୁସରା, କଣ୍ଟାମାଳିଆ, ଖଙ୍କିରା, ଲାଉଲଇ, ଲହଡା, ପୁରୁଣା ଅମାଙ୍ଗ, ଶ୍ରୀମନ୍ତପୁର, ରତନପୁର ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ଢେଙ୍କାନାଳ ମୁନିସିପାଲିଟିର କୁଞ୍ଜକାନ୍ତର ୭ ଜଣ, ଦକ୍ଷିଣକାଳୀର ୪ ଜଣ, ଗୁଡିଆନାଳୀ, ବନମାଳୀ ପ୍ରସାଦ, କାଲଟାକ୍ସ, କୋରିଆଁ, ଦେଉଳସାହି ର ୩ ଜଣ ଲେଖାଏଁ, ହାଟରୋଡ, ଆନନ୍ଦନଗର, ମହିଷାପାଟ, ଦୁର୍ଗା ବଜାର ଅଞ୍ଚଳରୁ ୨ ଜଣ ଲେଖାଏଁ ଓ ବୋରାପଦା, ଗଣେଶ ବଜାର, ଲକ୍ଷ୍ମୀ ବଜାର, କାଞ୍ଚନ ବଜାର, ରାମେଶ୍ବର ପୁର, ରିଜର୍ଭ ପୋଲିସ ଲାଇନ, କଣ୍ଟାନାଳି, ଶାସନ, ଭଗବାନ ପୁର ଅଞ୍ଚଳର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ସଦର ବ୍ଲକର ଗୋବିନ୍ଦପୁର, ଚଷାପଡାର ୪ ଜଣ ଲେଖାଏଁ, ରାଧାଦେଇପୁର, ଭାଗିରଥି ପୁର, ମହୁଲ ପୁଞ୍ଜି, ନଢ଼ଣପୁର ୩ ଜଣ ଲେଖାଏଁ, ନାଗିଆପଶି, କାଙ୍କଡପାଳର ୨ ଜଣ ଲେଖାଏଁ, ଓ କୁକୁଡାଝର, ରଞ୍ଜା, କଦମପାଳ, ସିଆରିଆ, ମଧୁସାହୁପାଟଣା, କୁରୁମଟାଙ୍ଗର, ବଳଦିଆବନ୍ଧ, ବାଙ୍କୁଆଳ, ଭାପୁର, ବୋରାପଦା, ଦଧୁକାଟେଣୀ, କଙ୍କଡ଼ାହାଡ଼, କୁରୁମଟାଙ୍ଗର, ନଡିଆଳି ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ଓଡ଼ାପଡ଼ା ବ୍ଲକର ବାଛୁରିବାଙ୍କର ୭ ଜଣ, ମାହାଦିଆର ୩ ଜଣ, ଗୋବିନ୍ଦ ପ୍ରସାଦ, ପଞ୍ଚୁପଟି, ସାଇଁବିରି, ଓଡାପଡା, ପାଟଲାର ୨ ଜଣ ଲେଖାଏଁ ଓ ଗୁଡିଆକାଟେଣୀ, ଏକଘରିଆ, ହାଣ୍ଡିଫୁଟା, ହିନ୍ଦୋଳ ରୋଡ, ଧଳପୁର, ଖଡଗପ୍ରସାଦ, ବେଲପଡା, କାଣ୍ଡବିନ୍ଧା, ମେରାମଣ୍ଡଳି, ଘଟିପିରି, ବଳରାମ ପୁର, ବାଙ୍ଗୁରସିଙ୍ଗ, ଗୁଣ୍ଡିଚାପଡା, କଳାଙ୍ଗର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ହିନ୍ଦୋଳ ବ୍ଲକର ନୂଆହିନ୍ଦୋଳର ୮ ଜଣ, କାରନ୍ଦାର ୪ ଜଣ, କୁକଟାର ୨ ଜଣ, ରଞ୍ଜାଗଳୋର ୩ ଜଣ, କୁକୁଟା, ବାରସିଙ୍ଗା, ବେରୁଆପାଳ, ଗାଲପଡା, ପାଟଲା,ଓସ୍ତପାଳ, ଧୋବୋଣିନଦର, ଜରଡା, ମାନିଆନାଳି, ମହୁଲପଡା, କନ୍ତରା, ମହାଲୂଣ୍ଡା, ବାବନ୍ଧ, ବେରେଣାପାଳ, କନ୍ତାମିଲା ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ଭୁବନ ବ୍ଲକର ଯମୁନାକୋଟର ୫ ଜଣ, ଅଁଳାପଡାର ୩ ଜଣ, କନଖାଇ, କୁନିଦା, ଅରଖପାଳ, ବେଢାପାଳ, କାଇଁସିରି, ଆଦିପୁରା, କନାପାଳର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

କାମାକ୍ଷାନଗର ବ୍ଲକର ମହୁଲପାଳର ୩ ଜଣ, ବାଲିଝାଟିର ୨ ଜଣ ଲେଖାଏଁ ଓ କଣ୍ଟାପାଳ, ବାଇସିଙ୍ଗା, ପିମ୍ପଳା, ଜନ୍ତାରିବୋଲ, ବାହାଡାର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ପରଜଙ୍ଗ ବ୍ଲକର ସିଆରିମାଳିଆର ୨ ଜଣ, କନ୍ତୋର, କୁମୁସି, ବାଇଗିଣିଆ, ଲୋଧଣୀ, ଆମ୍ବପଳାସର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ଏହା ବ୍ୟତୀତ ଭୁବନ ଏନଏସିର ୫ ଜଣ, କାମାକ୍ଷାନଗର ଏନଏସି ଓ ହିନ୍ଦୋଳ ଏନଏସିର ୪ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

କଙ୍କଡ଼ାହାଡ଼ ବ୍ଲକର ବାମରୁ ୩ ଜଣ ସଂକ୍ରମିତ ହୋଇଛନ୍ତି। ଡାକ୍ତରଖାନାରେ ଚିହ୍ନଟ ୩ ସଂକ୍ରମିତଙ୍କ ତଥ୍ୟ ପ୍ରଦାନ କରାଯାଇନାହିଁ।

ଚିକିତ୍ସିତ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ୫୮୬ ଜଣ ସୁସ୍ଥ ହୋଇଛନ୍ତି ଓ ହିନ୍ଦୋଳର ପଞ୍ଚୁପଡାର ଜଣେ ୭୨ ବର୍ଷୀୟ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାର ସକ୍ରିୟ ଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୦୦ ଓ ମୃତ୍ୟୁ ସଂଖ୍ୟା ୩୮ ରେ ପହଞ୍ଚି ଅଛି।

new life
You might also like
error: Content is protected !!