News
WhatsApp Image 2023-10-04 at 17.25.00
samparksetu

ଛାଟିଆ ଗ୍ରାମରେ ବହୁ ପୁରାତନ ରାଧାକୃଷ୍ଣ ମନ୍ଦିର ର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଛାଟିଆ ଗ୍ରାମରେ ବହୁ ପୁରାତନ ରାଧାକୃଷ୍ଣ ମନ୍ଦିର ର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ ହୋଇଯାଇଛି l

ଗ୍ରାମର ଯୁବ ସମାଜସେବୀ ଏମ ଜେ ମହିମା ଙ୍କ କହିବାଅନୁଯାୟୀ ୧୯୭୪ ମସିହାରୁ ରାଧାକୃଷ୍ଣ ଛାଟିଆ ଗ୍ରାମରେ ଥିବା ଭାଗବତ ଗୃହରେ ପୂଜା ପାଇ ଆସୁଥିଲେ l କର୍ତ୍ତା ଭାବେ ମାମି ମଲିକ ଓ ପ୍ରକାଶ ଚନ୍ଦ୍ର ମଲିକ ଏବଂ ମୁଖ୍ୟ ପୁରୋହିତ ସୂର୍ଯ୍ୟକାନ୍ତ କବିଶତପଥୀ, ବିଷ୍ଣୁ ପ୍ରସାଦ କବିଶତପଥୀ ଦାଇତ୍ୱ ନିର୍ବାହ କରିଥିଲେ l ହରିନାମ ଓ କୃଷ୍ଣନାମ ଜପ କରି ସଂକୀର୍ତ୍ତନ କରିଥିଲେ l

ଛାଟିଆ ଗ୍ରାମର ସଭାପତି ପଞ୍ଚାନନ ମହାପାତ୍ର,ଅର୍ଜୁନ ରାଉତ, ଜିତେନ୍ଦ୍ର ବିଶ୍ୱାଳ, ଗୋପୀନାଥ ରାଉତ, ସୁଧୀର ରାଉତ, ସମରେନ୍ଦ୍ର ରାଉତ, ପୂର୍ଣଚନ୍ଦ୍ର ପୁହାଣ, ପ୍ରମୋଦ ବିଶ୍ୱାଳ, ହଟକିଶୋର ସାମଲ, ଅପ୍ରତି ବେହେରା, ଲଳିତ ମୋହନ କବିସତପଥୀ, ସ୍ମୁତି ରଞ୍ଜନ ପୁହାଣ, ଦିଗାମ୍ବର ରାଉତ, ଦିନେଶ ରାଉତ, ଅନିଲ ରାଉତ, କ୍ଷିରୋଦ ରାଉତ, ମୃତ୍ୟୁଞ୍ଜୟ ରାଉତ ବିଶ୍ୱ ଭୂଷଣ ଚମ୍ପତିରାୟ ଓ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ l

new life
You might also like
error: Content is protected !!