News
WhatsApp Image 2023-10-04 at 17.25.00
samparksetu

ହନୁମାନ ମନ୍ଦିର ହୁଣ୍ଡି ତାଡ଼ି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ !

ଢେଙ୍କାନାଳ ବସଷ୍ଟାଣ୍ଡ ଟ୍ରାଫିକ ଛକ ନିକଟସ୍ଥ ହନୁମାନଙ୍କ ମନ୍ଦିର ହୁଣ୍ଡି ତାଡ଼ି ଦୁବୃର୍ତ୍ତମାନେ ସେଥିରେ ଥିବା ଟଙ୍କା ଲୁଟି ନେଇଛନ୍ତି।

ସୂଚନାଯୋଗ୍ୟ କି , ଗତକାଲି ବିଳମ୍ବିତ ରାତିରେ ବସଷ୍ଟାଣ୍ଡ ନିକଟରେ ଥିବା ହନୁମାନ ମନ୍ଦିର ରୁ ଚୋରି ହୋଇଥିବାର ସୂଚନା ମିଳିଛି । ପ୍ରଥମେ ମନ୍ଦିର ଷ୍ଟୋର ରୁମ ତାଲାଭାଙ୍ଗିବା ପରେ ହୁଣ୍ଡି ବାକ୍ସ ରୁ ଚୋରି କରିଥିବାର ସୂଚନା ମିଳିଛି ।

ମନ୍ଦିର ପଛ ପଟେ ଥିବା ଷ୍ଟୋର ରୁମର ତାଲା ତାଡ଼ି ଥିଲେ ମଧ୍ୟ ସେଥିରୁ ଚୋରି ହୋଇନଥିବା ଜଣାଯାଇଛି।ଏ ନେଇ କମିଟି ସଦସ୍ୟମାନେ ଟାଉନ ଥାନାରେ ଲିଖିତ ଅଭଯୋକ କରିଛନ୍ତି ।

new life
You might also like
error: Content is protected !!