News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରେ ଅବ୍ୟବସ୍ଥା , କେଉଁଠି ପାଣି ଟ୍ୟାପ ନାହିଁ ତ କେଉଁଠି ବଲବ

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରେ ସବୁ ସମୟରେ ନାନା ସମସ୍ୟା ଲାଗିରହିଛି l ଯାହା ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ବର୍ଷ ଦୁଇଟି ନପୂରୁଣୁ ସାତ ମହଲା ବିଶିଷ୍ଟ ହସ୍ପିଟାଲରେ ବିଭିନ୍ନ ପ୍ରକାର ଚୋରି ଥମିବାର ନା ନେଉନାହିଁ l

କୌଣସି ଶୌଚାଳୟ ରେ ପାଣି ଟ୍ୟାପ, ପାଇଖାନା ସିସ୍ଟନ, LED ବଲ ଅlଦି ଚୋରି ହେଉଛି l ଚୋରି କରୁଛି କିଏ ?

ଯଦି ଏତେ ମାତ୍ରା ରେ ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି, ତେବେ ଏ ଜିନିଷ ନେଉଛି କିଏ ।

ଡାକ୍ତର ଖନାରେ ଥିବା ମହିଳା ଭେଷଜ ୱାର୍ଡ ରେ ନା ଅଛି ବଲ ନା କୌଣସି ପାଣି ଟ୍ୟାପ l ସଫେଇ କର୍ମୀ ଙ୍କ କହିବା ଅନୁଯାୟୀ ଏହା ଆରମ୍ଭରୁ ନାହିଁ l ହସ୍ପିଟାଲ କର୍ତୃପକ୍ଷ ତୁରନ୍ତ ଏହାର ତଦନ୍ତ କରି ଏହା ମରାମତି କରିବା ପାଇଁ ସାଧାରଣ ରେ ଦାବି ।

new life
You might also like
error: Content is protected !!