News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ଠିକ୍ ହେଲା ଷ୍ଟ୍ରୀଟ ଲାଇଟ

ଢେଙ୍କାନାଳ ପୌରାଞ୍ଚଳ ଲଳିତନଗର ୱାର୍ଡ ନଂ ୩ ରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଯାହା ବହୁତ ଦିନ ହେବ ଖରାପ ହେବାରୁ ଠିକ୍ ରେ ଜଳୁନଥିବା ଖବର ୧୦ ସେପ୍ଟେମ୍ବର ରେ ଢେଙ୍କାନାଳ ଅପଡେଟ ରେ ପ୍ରସାରଣ ହୋଇଥିଲା ।

ପୂର୍ବରୁ ପ୍ରସାରିତ ଖବର

ତେବେ ଖବର ପ୍ରସାରଣ ପରେ ଉକ୍ତ ଷ୍ଟ୍ରୀଟ ଲାଇଟ ଟିକୁ ପୌର ପ୍ରଶାସନ ପକ୍ଷରୁ ଠିକ୍ କରାଯାଇଛି । ବହୁତ ଦିନ ଧରି ଠିକ୍ ହେଉନଥିବା ଲାଇଟ ଟି ଠିକ୍ ହେବା ପରେ ସ୍ଥାନୀୟ ଲୋକମାନେ ଖୁସି ବ୍ୟକ୍ତ କରିଛନ୍ତି ।

new life
You might also like
error: Content is protected !!