News
WhatsApp Image 2023-10-04 at 17.25.00
samparksetu

ବହୁମୂଲ୍ୟ ଜଙ୍ଗଲ କୁ ନଷ୍ଟ କରି ଭୂମି ଅତିଆର କରିବାକୁ ବସିଲେଣି ମାଙ୍କଡ଼ା ପଥର ଖଣି ମାଫିଆ , ବନ ବିଭାଗ ଚୁପ

କଥାରେ ଅଛି ବୃକ୍ଷ ହିଁ ଜୀବନ। ବୃକ୍ଷ ରୁପଣ କରି ଜଙ୍ଗଲ ସୃଷ୍ଟି କରିବା ପରିବର୍ତ୍ତେ ଜଙ୍ଗଲ ନଷ୍ଟ କରି ଭୂମି ଅତିଆର କରିବାକୁ ବସିଲେଣି ଜଂଗଲୀ ଚୋର ।

ଘଟଣା ଟି ହେଉଛି କାମାକ୍ଷାନଗର ବ୍ଲକ ତୁମୁସିଂହା ଗ୍ରାମର ଖୁଦଖାଇ ରଗୋଡି ବହୁମୂଲ୍ୟ ଜଙ୍ଗଲ କୁ ନଷ୍ଟ କରି ଭୂମି ଅତିଆର କରିବାକୁ ବସିଲେଣି ମାଙ୍କଡ଼ା ପଥର ଖଣି ମାଫିଆ । କିନ୍ତୁ ଗାଁ କମିଟି କିମ୍ବା ଫରେଷ୍ଟ ରେଞ୍ଜର ବାବୁଙ୍କ କୌଣସିି ଦେଖା ନାହିଁ।

ଜଙ୍ଗଲ ସୃଷ୍ଟି କରି ସୁନ୍ଦର ପରିବେଶ ଗଢି ତୁଳିବା ଆମ ଯୋବ ଗୋଷ୍ଠୀ ର ପ୍ରୟାସରେ ବାଧା ଦେଉଥିବା ଏଭଳି ଜଂଗଲୀ ଚୋରଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନବାକୁ ଗ୍ରାମର ଯୁବ ଗୋଷ୍ଠୀ ଆଶା ବାନ୍ଧି ବସିଛନ୍ତି।

new life
You might also like
error: Content is protected !!