News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ଘେରାବନ୍ଦୀ ହେଲା ମୁକୁଳା ଟ୍ରାନ୍ସଫର୍ମର

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍ ଦିଘୀ ପଞ୍ଚାୟତ ସରଦେଇପୁର ଗ୍ରାମ ଗୋରଡ଼ିଆ (କ) ପ୍ରାଥମିକ ବିଦ୍ୟାଳୟ ନିକଟରେ ଦୀର୍ଘ ବର୍ଷ ହେଲା ସ୍ଥାପନ ହୋଇଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାନୀୟ ଲୋକଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପଡିଥିଲା ଏହି ରାସ୍ତା ଦେଇ ସାଧାରଣ ଲୋକଙ୍କ ସମେତ ସ୍କୁଲ ଛାତ୍ର , ଗୃହପାଳିତ ପଶୁ ଯିବାଆସିବା କରିଥାନ୍ତି ।ଗ୍ରାମବାସୀ ବାରମ୍ବାର ଏବଗତ କରିଲେ ମଧ୍ୟ ବିଦ୍ୟୁତ ବିଭାଗର ଦୃଷ୍ଟି ହେଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ ଆଣିଥିଲେ ।

ପୂର୍ବରୁ ପ୍ରସାରିତ ଖବର

ତେବେ ଟ୍ରାନ୍ସଫର୍ମର ଟି ମୁକୁଳା ଅବସ୍ଥାରେ ପଡିଥିବାର ଖବର ଆମେ ଢେଙ୍କାନାଳ ଉପଡେଟ ରେ ପ୍ରସାରଣ କରିଥିଲୁ । ତେବେ ଖବର ପ୍ରସାରଣ ପରେ ଉକ୍ତ ଟ୍ରାନ୍ସଫର୍ମର ଟି ଘେରାବନ୍ଦୀ କରାଯାଇଛି ।

new life
You might also like
error: Content is protected !!