News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ର ପ୍ରଭାବ ; ବୃଦ୍ଧା ଙ୍କୁ ମିଳିଲା ରାସନ

ରାସନ୍ କାର୍ଡରେ ନାମ ଥିଲା ଏବଂ ସେ ପରିବାର ମୁଖ୍ୟ ମଧ୍ୟ କିନ୍ତୁ ମିଳୁ ନଥିଲା ତାଙ୍କ ହକ୍ ର ଚାଉଳ ବା ଗହମ। ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରିଥିଲେ ସୁଦ୍ଧା ଆଧାର ଲିଙ୍କ ହୋଇନଥିବା କହୁଥିବେ। ଗଁଦିଆ ବ୍ଲକ ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ବିଛାଖଣ୍ଡି ଗାଁ ର ନିରାଶ ସାମଲ ନାମକ ଜଣେ ୭୭ ବର୍ଷର ବୃଦ୍ଧା। ପରିବାରର ପାଞ୍ଚ ଜଣକ ନାମ ରେସନ କାର୍ଡରେ ସୁଚିତ ହୋଇଛି କିନ୍ତୁ ୨୫ କିଲୋଗ୍ରାମ ରାସନ ମିଳିବା ବଦଳରେ ମିଳୁଛି ୨୦ କିଲୋଗ୍ରାମ ର ରାସନ ଗତବର୍ଷ ନଭେମ୍ବର ମାସ ଠାରୁ ମିଳୁଥିଲା ।

ତେବେ ଏ ନେଇ ଢେଙ୍କାନାଳ ଉପଡେଟ ରେ ଖବର ପ୍ରସାରଣ ପରେ ବିଗତ ମସର ରାସନ ସହ ପ୍ରତି ମାସରେ ବୃଦ୍ଧା ଙ୍କ ନାମରେ ଥିବା ରାସନ ଯୋଗାଇ ଦେଇଛନ୍ତି ବିଭାଗୀୟ ଅଧିକାରୀ ।

new life
You might also like
error: Content is protected !!