News
WhatsApp Image 2023-10-04 at 17.25.00
samparksetu

ରାସ୍ତା ଖରାପ ହେତୁ ପାରିଖେଦା ଗ୍ରାମରେ ବାଇକ ରେ ରୋଗୀ ବୁହା ହେବା ଘଟଣା ; ରାସ୍ତା ନିର୍ମାଣ ପାଇଁ ମତ ରଖିଲେ ବିଭାଗୀୟ ଅଧିକାରୀ

ଢେଙ୍କାନାଳ ସଦର ବ୍ଳକ୍ ସୋଗରପଶି ଗ୍ରାମପଞ୍ଚାୟତ ପାରିଖେଦା ଗ୍ରାମ କୁ ରାସ୍ତା ନଥିବା ହେତୁ ଅଧା ବାଟରେ ଆମ୍ବୁଲାନ୍ସ ଅଟକିଥିଲା । ରୋଗୀ କୁ ବାଇକ୍ ଯୋଗେ ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିବା ଖବର ଗତ ୨୭ ଅଗଷ୍ଟ ରେ ଆମେ ପ୍ରଶାରଣ କରିବା ସହ ବିଭାଗୀୟ ଅଧିକାରୀ ଙ୍କୁ ଅବଗତ ଲରିଥିଲୁ ।

ପୂର୍ବରୁ ପ୍ରସାରିତ ଖବର

ତେବେ ଏ ନେଇ ବିଭାଗୀୟ ଅଧିକାରୀ ନିଜ ମତ ରଖି କହିଛନ୍ତି କି , ପାରିଖେଦା ଦେଇ ସୋଗାରପଶି ପର୍ଯ୍ୟନ୍ତ ଖଣ୍ଡିଆବନ୍ଧ ଆରଡି ରାସ୍ତା ୨୦-୨୧ ର ବ୍ଳକ୍ ସଂଯୋଗୀକରଣ ଯୋଜନା ଅଧୀନରେ ଏହା ନିର୍ମାଣ କରାଯିବ ।

new life
You might also like
error: Content is protected !!