News
WhatsApp Image 2023-10-04 at 17.25.00
samparksetu

୩ ମାସ ହେଲାଣି ଅଚଳ ଷ୍ଟ୍ରୀଟ ଲାଇଟ ; ଅନ୍ଧାରରେ ନାଠୁଆ ବିଶ୍ରାମ ଗାର ଅଞ୍ଚଳ

ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ୍ ଅନ୍ତର୍ଗତ ସୁଗରପଶି ପଞ୍ଚାୟତ ର ନାଠୁଆ ଗ୍ରାମରେ ଥିବା ବିଶ୍ରାମ ଗାର ନିକଟରେ ଥିବା ଷ୍ଟ୍ରୀଟ ଲାଇଟ ଗତ ୩ମାସ ହେବ ଅଚଳ ହୋଇପଡିଛି । ଯାହା ଫଳରେ ସଂନ୍ଧ୍ୟା ହେବା ମାତ୍ରେ ଏହି ଅଞ୍ଚଳ ରେ ଜାତାୟତ ରେ ଅସୁବିଧା ହେବ ସହ ଵିଶ୍ରାମ ଗାଁର ଟି ମଧ୍ୟ ଅନ୍ଧକାର ରେ ରହୁଛି ।

ତେବେ ଏ ନେଇ ଅନେକ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ତେବେ ଏ ନେଇ ଆମେ ସରପଞ୍ଚ ଙ୍କ ସାଙ୍ଗରେ ଯୋଗାଯୋଗ କରିଥିଲୁ ତେବେ ସେ ଏହାକୁ କିଛି ଦିନ ଭିତରେ ଠିକ୍ କରାଇଦେବାର ପ୍ରତିଶ୍ରୁତି ଦେଇଛନ୍ତି ।

new life
You might also like
error: Content is protected !!