News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୫୦ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୫୦ ଆକ୍ରାନ୍ତ ଚିହ୍ନଟ ଏଥି ମଧ୍ୟରୁ ୧୩୩ ଜଣ ଘରୋଇ ସଂଗରୋଧ ଏବଂ ୧୭ ଜଣ ଡାକ୍ତରଖାନାରୁ ଚିକିତ୍ସିତ ହେଉଛନ୍ତି ।

ଓଡ଼।ପଡ଼ା ବ୍ଳକ ଚିନ୍ତାପୋଖରୀ ୧୩ , ବିଡୋ ୭ , ବାଛୁରିବାଙ୍କ ୫ , ମଲିବିଡୋ ୨ , ରାଣୀବଣିଆ ୧ , ହଳଦିବାହାଳି ୧ , କୁଳୁସାହି କାଟେଣି ୧ , ହିନ୍ଦୋଳ ରୋଡ଼ ୧ , ସଦାଶିବପୁର ୧ , ମୋଟଗାଁ ୧ , ଇନ୍ଦିପୁର ୧ , ନାଧରା ୧ , ସୁରଭି ୧ , ରାଣୀବଣିଆ ୧ , ମେରାମଣ୍ଡଳି ୪ , ହରିପୁର ୧ , ମାଳିବିଡୋ ୨ , ବିଣାକରକାଟେଣି ୧

ଭୁବନ ବ୍ଳକ୍ ବାଲିଵୋ ୧୬ , କୁନ୍ଦ୬ , ମୁର୍ଦଙ୍ଗା ୨ , ଅନତପୁର ୨, ମାଲୁଆଗୋଡ଼ା ୧ , ନିମେଇପୁର ୧ , ଚଣ୍ଡିପାଳ ୧ , ଜିରାଳ୧

ଗଁଦିଆ ବ୍ଳକ୍ ଦଲାର ୧୮ , ନିତ୍ୟାନନ୍ଦପୁର ୨ , ଗୋପାଳପୁର ୨ , ଆମ୍ବବାହାଳି ୧ , ରାଇତଇଳା ୧ , ନିହଲପ୍ରସାଦ ୧ , ଦେଓଗାଁ ୧ , ଓରସିଂହ। ୧ , ଗଁଦିଆ ୧

ସଦର ବ୍ଳକ ଗୋବିନ୍ଦପୁର ୪ , ତରଭା ୩ , ଦେଓପଡ଼ା ୨ , ତାଳବରକୋଟ ୨ , ଆସନବାହାଳି ୧ , ନଢ଼ଣପୁର ୧ , ମହୁଲପଡା ୧ , ବାଲିଆମ୍ବା ୧, ସୁଆଖାଇକାଟେଣି ୧ , କତକମଡା ୧

ଢେଙ୍କାନାଳ ମୁନିସିପାଲଟି କୁଞ୍ଜକାନ୍ତ ୨ , ଦୂର୍ଗାବଜାର ୨ , କୋରିଆ ୧ , ବୋରାପଦ। ୧ , ବାଜିଚୌକ ୧ , ଶାସନ ୧ , ଦକ୍ଷିଣକାଳି ୧ , କାଲଟାକ୍ସ ୧ , ଗୋବିନ୍ଦପୁର ୧ , ଷ୍ଟେସନବଜାର ୧ , ଟାଉନପ୍ଲାନିଂ ୧

ହିନ୍ଦୋଳ ବ୍ଳକ୍ ମାଧପୁର ୨ , ପାଣୁବେରେଣୀ ୧ , ବଲସର ୧ , ନୂଆକୋଟ ୧ , ନୂଆପଡା ୧ , ପଡ଼ା ୧ , ପଧାନୀ ୧

କାମାକ୍ଷାନଗର ବ୍ଳକ କନ୍ତିଓ ପୁଟସାହି ୫ , କମଗରାପାଟଣା ୧

କାମାକ୍ଷାନଗର ଏନଏସି ରୁ ୧ , ଅନ୍ୟ ଡାକ୍ତରଖାନାରୁ ୪ ଚିହ୍ନଟ ।

ଜିଲ୍ଲାରେ ୪୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪୨୨ ଜଣ ଚିକିତ୍ସିତ ହେଉଛନ୍ତି ।

new life
You might also like
error: Content is protected !!