News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୯୩ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ , ଘରୋଇ ସଂଗରୋଧରୁ ୮୭ ଜଣ , ଚିକିତ୍ସାଳୟରୁ ୬ ଜଣ ଚିହ୍ନଟ ।

ହିନ୍ଦୋଳ ବ୍ଳକ୍ ମଗୁବେରଣୀ ୩ , କାରନ୍ଦା ୩ , ଖଜୁରିଆକଟା ୨ , ବଡ଼ମୁଣ୍ଡା ୨ , ବହଲୁଣ୍ଡା ୧ , ସାନହିନ୍ଦୋଳ ୧ , ଖଣ୍ଡିତିରି ୧ , ପତଳା ୧ , କଡ଼ଲା ୧ , ପିପି କୋଟ ୧ , ସରପା ୧ , ଛୋଟପଦା ୧ , ଠୋକର ୧ ।

ଢେଙ୍କାନାଳ ମୁନିସିପାଲିଟି ଦକ୍ଷିଣକାଳୀ ୫, ହାଟରୋଡ଼ ୨ , ଷ୍ଟେସନ ବଜାର ୨ , ଖମାର ସାହି ୧ , କାଲଟାକ୍ସ ୧ , କାରିଗରସାହି ୧ , କଣ୍ଟାନାଳୀ ୧ , ରାଧାକୃଷ୍ଣ ବଜାର ୧ , କଲେଜ ବାଇପାସ ୧ ,କୁଞ୍ଜକାନ୍ତ ୧ , ବୋରାପଦା ୧ , ରାମେଶ୍ୱରପୁର ୧

ଓଡ଼।ପଡ଼ା ବ୍ଳକ କୋଟାବେରଣା ୫ , କାଣ୍ଡବିନ୍ଧା ୫ , ଇନ୍ଦିପୁର ୨ , ଛାଟିଆ ୧

ସଦର ବ୍ଳକ ବେଲ୍ଟିକିରି ୧ , ନାଗିଆପଶି ୧ , କଟକମଡା ୧ , ବଳଭଦ୍ରପୁର ଶାସନ ୧ , ବିମ୍ବୋଳ ୧

ଭୁବନ ବ୍ଳକ୍ ୭ ,କାମାକ୍ଷାନଗର ଏନଏ ସି ୪ , ଭୁବନ ଏନଏ ସି ୧ ଏବଂ ଅନ୍ୟ ଡାକ୍ତର ଖାନାରୁ ୨ ଚିହ୍ନଟ ।

କାମାକ୍ଷାନଗର ବ୍ଳକ୍ ଅଁଳାବେରଣୀ ୧ , ବାଇସିଙ୍ଗା ୧ , ସାରୁଲି ୧ , ମହୁଲି ୧ , ଖୁଣ୍ଟବାଟି ୧ , ବିଜଡ଼ିହି ୧

ପରଜଙ୍ଗ ବ୍ଳକ କୁଲେଇ ୪ , କୁମୁସି ୧ , ପାଟରପଦା ୧

ଗଁଦିଆ ବ୍ଳକ୍ ମହୁଲଖୋଳି ୧ , ଇଲେଇଜଙ୍ଗ ୧ , ଆରୁହଁ । ୧ , ଖଙ୍କର ୧ , ଦେଓଗାଁ ୧

କଙ୍କଡ଼ାହାଡ଼ବ୍ଳକ୍ ରାହାଣୀ ୧ , ଟୋଡରନାଳୀ ୪

new life
You might also like
error: Content is protected !!