ଭୁବନ ବିଜେଡି ପକ୍ଷରୁ ସ୍ଥାନୀୟ ଡାକବଙ୍ଗଳା ଛକରୁ ଏକ ଶୋଭାଯାତ୍ରା ବଜାର ପରିକ୍ରମା କରବା ସହ କାଲିବଜାର ଠାରେ ମୋଦୀ ସରକାରଙ୍କ ଦ୍ୱାରା ଗ୍ୟାସ ଦର କୁ ବିରୋଧ କରାଯାଇଥିଲା ।
ସାଂସଦ ମହେଶସାହୁ, ଏନ.ଏସି ସଭାପତି ନନ୍ଦକିଶୋର ସାହୁ, ବ୍ଲକ ସଭାପତି ରମେଶ ସାହୁ, ପୂର୍ବତନ ସଭାପତି ସୁଧାକର ସାହୁ, ପ୍ରବୋଧ ଦାସ, ବ୍ଲକ ଅଧକ୍ଷ ଧର୍ମାନନ୍ଦ ବରାଳ ଅଭିଭାଷଣ ଦେଇଥିଲେ । ମହିଳା ସଭାନେତ୍ରୀ ପ୍ରଗତି କୁଅଁର ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଭୁବନ ଏନ.ଏସି ନିର୍ବାହୀ ଅଦରକାରୀଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ । ଅଜୟ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।