News
WhatsApp Image 2023-10-04 at 17.25.00
samparksetu

ରାଜପଥ ଉପରେ ହାତୀପଲ

କାମାକ୍ଷାନଗର ୧୪୯ ନଂ ଜାତୀୟ ରାଜପଥ ଉପରେ ୪୬ ଟିକିଆ ହାତୀପଲ ଦେଖିବାକୁ ମିଳିଛି । ଫଳରେ ଏହି ରାସ୍ତାରେ ଜାତାୟାତ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । ରାସ୍ତା ପାର ହୋଇ ହାତୀପଲ ଏବେ ମହାବିରୋଡ଼ ରେଞ୍ଜ ପରମହଂସପୁର ଗ୍ରାମନିକଟରେ ଥିବାର ସୂଚନା ମିଳିଛି ।

ହାତୀପଲ ଉପରେ ବନବିଭାଗ କଡାନଜର ରଖିଛି। ଗତ ୩ ଦିନ ହେବ ହାତୀପଲ ତାଳଚେର ପଟୁ ବ୍ରାହ୍ମଣି ନଦୀ ପାର ହୋଇ ଆସିଥିବା ରେଞ୍ଜରଙ୍କ ସୁଚନା ଦେଇଛନ୍ତି। ଗ୍ରାମ ନିକଟରେ ଏତେ ସଂଖ୍ୟକ ହାତୀ ଥିବା ଯୋଗୁ ଅଞ୍ଚଳବାସୀ ଭୟବିତ ଅଛନ୍ତି ।

new life
You might also like
error: Content is protected !!