News
WhatsApp Image 2023-10-04 at 17.25.00
samparksetu

୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କୋଟୋଗର ଗ୍ରାମର ଏକ ଆଖୁ କିଆରୀ ରୁ ୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର କରାଯାଇଛି ।

ଗ୍ରାମବାସୀ ଙ୍କ ଠାରୁ ଖବର ପାଇ ସ୍ନେକ୍ ହେଲ୍ପ ଲାଇନ ର ସଦସ୍ୟ ମହେନ୍ଦ୍ର ଭୂତିଆ , ନିରାକାର ସାହୁ ଓ ଆଶିଷ ମିଶ୍ର ପହଞ୍ଚି ସାପ ଟିକୁ ଉଦ୍ଧାର କରି ପଶ୍ଚିମା ଅଞ୍ଚଳ ରେଞ୍ଜ ର ବନ ପାଳ ରମେଶ ସାହୁ ଙ୍କ ସହାୟତା ରେ କଦଳିପାଳ ଜଙ୍ଗଲ ରେ ଛଡ଼ା ଯାଇଥିବା ବନ ବିଭାଗ ସୂଚନା ଦେଇଛି।

new life
You might also like
error: Content is protected !!