News
WhatsApp Image 2023-10-04 at 17.25.00
samparksetu

ରଘୁନାଥ ମନ୍ଦିର ରୁ ଚୋରି

ଭୁବନ ଥାନା ବାଲିବୋ ଗ୍ରାମ ର ରଘୁନାଥ ମନ୍ଦିର ରୁ ତାଲା ଭାଙ୍ଗି ଚୋରି ହୋଇଛି ଗତ କାଲି ଅର୍ଥାତ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଚୋରି କରି ନେଇଛି ।

ବାଲିବୋ ସ୍ଥିତ ଦେବୋତ୍ତର ବିଭାଗ ଅଧିନରେ ଥିବା ରଘୁନାଥ ଜୀଉ ମନ୍ଦିରରୁ ସାତ ଟି ରୂପା ମୁକୁଟ ଚୋରି ହୋଇଛି ବୋଲି ମନ୍ଦିର ପରିଚାଳନା କମିଟି ସଭାପତି ବିନୋଦ କୁମାର ସ୍ୱାଇଁ ଥାନାରେ ଏତଲା ଦେଇଛନ୍ତି । ଏ ସଂକ୍ରାନ୍ତରେ ଏକ ଏତଲା ଦାୟର କରାଯାଇ ତଦନ୍ତ ଚାଲୁ ରହିଛି। ପୋଲିସ ତଦନ୍ତକାରୀ ଦଳ ମଧ୍ୟ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ବୋଲି ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଜଣାଇଛନ୍ତି |

new life
You might also like
error: Content is protected !!