News
WhatsApp Image 2023-10-04 at 17.25.00
samparksetu

ଟ୍ରକ ଦୁର୍ଘଟଣା କୋର୍ଟ କର୍ମଚାରୀଙ୍କ ମୃତ୍ୟୁ

କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥର ବାଲିଗୋରଡ଼ ଗାଁ ନିକଟରେ ଏକ ଟ୍ରକ ଦୁର୍ଘଟଣାରର ଜନୈକ କୋର୍ଟ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବାଳିଗୋରଡ଼ ଗାଁର ଛବିଳ ସ୍ୱାଇଁ (୫୩) ।

ସୂଚନା ଅନୁଯାୟୀ , ଛବିଳ ନିଜ ସାଇକେଲ ଯୋଗେ କାମାକ୍ଷାନଗର ସାପ୍ତାହିକ ହାଟରୁ ପରିବା ନେଇ ଘରକୁ ଯାଉଥିବା ବେଳେ ତାଳଚେରରୁ ଯାଜପୁର ଆଭିମୁଖେ ଯାଉଥିବା ଏକ ଟ୍ରକ ତାଙ୍କୁ ପଛ ପାର୍ଶ୍ଵରୁ ଧକ୍କା ଦେଇଥିଲା ।ଏହି ଦୁର୍ଘଟଣାରେ ଛବିଳ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଶରୀର କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

new life
You might also like
error: Content is protected !!