News
WhatsApp Image 2023-10-04 at 17.25.00
samparksetu

ଭାପୁର ସେକ୍ସନରେ ହାତୀ ଉପଦ୍ରବ ; ଘର ଭାଙ୍ଗିଲେ ହାତୀ ପଲ

ଢେ଼ଙ୍କାନାଳ ସଦର ରେଞ୍ଜ ଭାପୁର ସେକ୍ସନ ଅନ୍ତର୍ଗତ ରାଣିପାଳ ଓ ଲକ୍ଷ୍ମୀକାନ୍ତପୁରୁ ଗ୍ରାମରେ ଦୁଇଦିନ ଧରି ଅତଙ୍କ ସୃଷ୍ଟି କରିଛନ୍ତି ହାତୀ ପଲ ।

ଗତକାଲି ରାତିରେ ଗ୍ରାମ ମଧ୍ୟରେ ପଶି ଘର ଦ୍ବାର ଭାଙ୍ଗିବାସହିତ ଧାନଚାଉଳ ନଷ୍ଟ କରିଛନ୍ତି।ବନବିଭାଗ କର୍ମଚାରୀ ହାତୀ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେମାନେ ବିଫଳ ହୋଇଛନ୍ତି।ରାଣିପାଳ ଗ୍ରାମର ତୁଳା ପରିଡା ଙ୍କ ଘର ଓ ଲକ୍ଷ୍ମୀକାନ୍ତପୁରୁ ଅଦିବାସୀ ସାହିର ବିଚିତ୍ର ପଧାନ ଓ ମହେଶ୍ବର ଙ୍କ ଘର ଭାଙ୍ଗିଛନ୍ତି ହାତୀପଲ ।

new life
You might also like
error: Content is protected !!