News
WhatsApp Image 2023-10-04 at 17.25.00
samparksetu

ସୋଲାର କରେଣ୍ଟ ଲାଗି ବୃଦ୍ଧ ମୃତ

ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ଗ୍ରାମ ଚାଷ ଜମିରୁ ଘାସ କାଟିବାକୁ ଯାଇଥିବା ବୃଦ୍ଧ ସୋଲାର କରେଣ୍ଟ ହେତୁ ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ନୋହୋରା ବେହେରା ( ୮୦)। ତାଙ୍କର ଏକ ମାତ୍ର ବିବାହିତ ଝିଅ ଅମୂଲ୍ୟ ଙ୍କ ଘରେ ରହୁଥିଲେ। ଏ ନେଇ ନାତି ଗଣେଶ୍ୱର ତରେଇ ଭୁବନ ଥାନାରେ ଲିଖିତ ଏତଲା ଦେଇଛନ୍ତି।

ସୂଚନା ଅନୁଯାୟୀ , ପ୍ରତିଦିନ ଭଳି ଗୁରୁବାର ଦିନ ସକାଳୁ ଗାଁ ମୁଣ୍ଡ ଜମିକୁ ଘାସ କାଟିବାକୁ ଯାଇଥିଲେ । ଅପରାହ୍ନ ସୁଦ୍ଧା ନ ଫେରିବାରୁ ଖୋଜାଖୋଜି କରି ବିଲରେ ସୋଲାର ତାରରେ ଲାଗି ଥିବା ଅବସ୍ଥାରେ ପାଇଥିଲେ।

new life
You might also like
error: Content is protected !!