News
WhatsApp Image 2023-10-04 at 17.25.00
samparksetu

ଗଜେଂଇ ପାଇଁ ଇଟା ମାଡରେ ମୁଣ୍ଡ ଫାଟିଲା ,ଥାନାରେ ମାମଲା

ପର୍ଯ୍ୟଟନସ୍ଥଳୀ ବୁଦ୍ଧେଶ୍ୱର ପୀଠରେ ସନ୍ଧ୍ୟା ସମୟରେ ଜଣେ ଯୁବକଙ୍କୁ ଆଉ ଜଣେ ଯୁବକ ଗଜେଂଇ ପାଇଁ ଶହେ ଟଙ୍କା ମାଗିଥିଲେ
। ୧୦୦ ଟଙ୍କା ନଦେବାରୁ ସଂପୃକ୍ତ ଯୁବକ ଇଟା ଦ୍ୱାରା ଆକ୍ରମଣ କରିବାରୁ ପ୍ରଥମ ଯୁବକ ବିଭୁତି ସେଠୀଙ୍କର ଆଖି ପତା ଓ ମଣ୍ଡରେ ଗଭିର ଆଘାତ ଲଗିଥିଲା ।

ଏନେଇ ବିଭୁତି ଡାକ୍ତରଖାନାରେ ଚିକିତ୍ସତ ହେବା ସହ ଭୁବନ ଥାନର ଏତଲା ଦେଇଛନ୍ତି । ଏତଲା ଭିତିରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ତେବେ ବୁଦ୍ଧେଶ୍ୱର ମନ୍ଦିର ପରିସରରେ ନିଶାଡିଙ୍କ ଆଡାସ୍ଥଳ ପାଲଟି ଥିବାରୁ ସାଧାରଣରେ ଚିନ୍ତାର ବିଷୟ ହୋଇଛି ।

new life
You might also like
error: Content is protected !!