News
WhatsApp Image 2023-10-04 at 17.25.00
samparksetu

ଭାଲୁ ଆକ୍ରମଣରେ ୩ ଆହାତ

ଭୁବନ ଗଣେଶ ପୂଜା ଭସାଣି ଡ୍ୟୁଟି ସାରି ରାତିରେ ଘରକୁ ଫେରୁଥିବା କୁନିନ୍ଦା ଗ୍ରାମର ହୋମଗାର୍ଡ ଙ୍କୁ ଶାମଳ- ଅନଳ ରାସ୍ତାରେ ଭାଲୁ ଆକ୍ରମଣ କରିଥିବାର ଜଣାପଡିଛି । ତାଙ୍କ ସାଙ୍ଗରେ ତାଙ୍କର ୨ଜଣ ମଧ୍ୟ ଆହତ ହୋଇଥିଲେ ।ଆହତ ମାନେ ହେଲେ ଭୁବନ ଥାନାର ହୋମଗାର୍ଡ ତ୍ରିନାଥ ବେହେରା ଓ ତାଙ୍କ ସାଥୀ ସୂର୍ଯ୍ୟମଣି ଦାସ , ଚନ୍ଦନ ନାୟକ ।

ତିନ ଜଣ ୨ଟି ମଟର ସାଇକେଲରେ ଘରକୁ ଫେରୁଥିବା ସମୟରେ ହଠାତ ଭାଲୁ ତାଙ୍କୁ ଆକ୍ରମଣ କରିଥିବାର ତ୍ରିନାଥ କହିଛନ୍ତି ।ସେ ସେଠାରୁ ଜୀଵନ ବଞ୍ଚାଇ ପଳ।ଇଆସିଥିବା ବେଳେ ତାଙ୍କ ମୁହଁ , କାନ୍ଧ ଛାଡି ହାତ ଓ ଗୋଡକୁ କ୍ଷତାକ୍ତ କରିଛି ଭାଲୁ ।

new life
You might also like
error: Content is protected !!