News
WhatsApp Image 2023-10-04 at 17.25.00
samparksetu

ନାଳରେ ବୁଡ଼ି ବୃଦ୍ଧ ମୃତ

ନାଳରେ ବୁଡ଼ି ୬୨ ବର୍ଷର ବୃଦ୍ଧ ମୃତ। ମୃତକ ହେଲେ ଭୁବନ ଥାନା ଅନ୍ତର୍ଗତ କୁମରଦା ଗ୍ରାମର ଦିନ ମଜୁରିଆ କାଳନ୍ଦୀ ଦେହୁରୀ, ବୟସ(୬୨) ।

ସୂଚନା ଅନୁଯାୟୀ , କାଳନ୍ଦୀ ଗତକାଲି ରାତିଠାରୁ ଘରକୁ ଫେରି ନଥିଲେ। ଆଜି ସକାଳୁ ପରିବାର ଲୋକ ଖୋଜିଖୋଜି କରିବା ପରେ ପାଣ୍ଡରା ନାଳରୁ ତାଙ୍କୁ ପାଇଥିଲେ। ତେବେ ରାତି ସମୟରେ ନାଳରୁ ମାଛ ମାରିବା କାଳ ହେଲା ବୋଲି ଘଟଣାସ୍ଥଳରେ ଚର୍ଚ୍ଚା ହେଉଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତକ କାଳନ୍ଦୀକୁ ଉଦ୍ଧାର କରିଥିବା ସହ ଭୁବନ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

new life
You might also like
error: Content is protected !!