News
WhatsApp Image 2023-10-04 at 17.25.00
samparksetu

ସହିଦ ଗୁଳିକାଣ୍ଡ ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅନ୍ତର୍ଗତ ପାଲାମଣ୍ଡପ ଠାରେ ବାଜିସେନା ଆନୁକୂଲ୍ୟରେ ରେ ଭୁବନ ର ସହିଦ ରଘୁ ନାୟକ ,ଗୁରି ନାୟକ ଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ୧୯୩୮ ମସିହା ଅକ୍ଟୋବର ଦଶ ତାରିଖ ବିଳମ୍ବିତ ରାତିରେ ଗୋରା ଫଉଜ ଗୁଳି ରେ ସହିଦ ହୋଇଥିଲେ ଭୁବନ ଏନଏସି ର ୨ ବୀର ତାଙ୍କ ସ୍ମୃତିରେ ବାଜି ସେନା ଅଧକ୍ଷ କମଲ ଲୋଚନ ମହାରଣାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଭୁବନ ମହିଳା ମହାବିଦ୍ୟାଳୟ ଅଧକ୍ଷ ଦିଲ୍ଲୀପ କୁମାର ଦାସ, ଲଳିତ କୁମାର ବେହେରା, ପ୍ରେମାନନ୍ଦ ପାଣିଗ୍ରାହୀ ତୃପ୍ତି ପାଠାଗାର ପକ୍ଷ ରୁ ପୂର୍ଣ୍ଣ ଚନ୍ଦ୍ର ସାହୁ ଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେଇଥିଲେ , ମହମବତୀ ଶୋଭାଯାତ୍ରା ମଧ୍ୟ ହୋଇଥିଲା

new life
You might also like
error: Content is protected !!