News
WhatsApp Image 2023-10-04 at 17.25.00
samparksetu

କୁହୁଡି ନେଲା ପିଅନ ଙ୍କ ଜୀବନ

ବଡ଼ଦିନରେ ବନ୍ଧୁ ଘରକୁ ଯିବା ପାଇଁ ସକାଳୁ ଉଠି ଗାଁ ବଜାର କୁ ଚା ପିଇବା ପାଇଁ ଯାଇ ଆଉ ଘର କୁ ଫେରି ନଥିଲେ ମନ୍ଦାର ଉଚ୍ଚ ବିଦ୍ୟାଳୟ ର ପିଅନ । ଘନ କୁହୁଡି ଯୋଗୁଁ ତାଙ୍କୁ ଦୃତଗାମୀ ବାଇକ ଧକ୍କା ଦେଇ ଚାଳିଯାଇଥିଲା ।

ସୂଚନା ଅନୁଯାୟୀ , ମନ୍ଦାର ଗ୍ରାମ ର ସ୍ବର୍ଗତ ଦୁର୍ଯୋଧନ ସାହୁ ଙ୍କ ସାନ ପୁଅ ବିନୋଦ (୫୪) ସକାଳୁ ବଜାର କୁ ଆସି ଗାଡ଼ି ଧକ୍କାରେ ରେ ଗୁରୁତର ହେବାରୁ ତାଙ୍କୁ ଭୁବନ ଡ଼ାକ୍ତରଖାନାକୁ ଅଣାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ କରାଯାଇ ଗାଁ ଶ୍ମଶାନ ରେ ଦାହ କରାଯାଇଛି ।

new life
You might also like
error: Content is protected !!