News
WhatsApp Image 2023-10-04 at 17.25.00
samparksetu

ଦିଘୀ ପୂର୍ବତନ ସମିତି ସଭ୍ୟ ଙ୍କ ହତ୍ୟା ଘଟଣାରେ ୩ ଗିରଫ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଦିଘୀ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସର୍ବେସ୍ଵର ରାଉତଙ୍କୁ ଗତ ୭ ତାରିଖ ଦିନ ହତ୍ୟା କରାଯାଇଥିବା ବେଳେ । ତାଙ୍କ ହତ୍ୟା ଘଟଣାରେ ସୁରପତାପପୁର ଗ୍ରାମ ଓ ଦିଘୀ ଗ୍ରାମର ପ୍ରାୟ ୧୬ଜଣ ଅଭିଯୁକ୍ତ ସାମିଲ ରହିଥିବାର ଅଭିଯୋଗ ହୋଇଛି ।

ତେବେ ପୋଲିସ ଦ୍ୱରା ଦିଘୀ ଗ୍ରାମର ଅଜୟ କୁମାର ସ୍ୱାଇଁ ତାଙ୍କର ପୁତ୍ର ପବିତ୍ର ସ୍ୱାଇଁ ଓ ଭଗବାନ ଲେଙ୍କା କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି ।ଏଥିନେଇ କାମାକ୍ଷାନଗର ଥାନା କେସ ନଂ ୧୮୮/୨୦୨୩ ଦଫା ୩୦୨ ୩୪ ଆଇ.ପି.ସି ରେ ମକୋଦ୍ଦମା ରୁଜୁ ହୋଇଛି ।

new life
You might also like
error: Content is protected !!