News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଦିନବନ୍ଧୁପୁର ଗ୍ରାମରେ ଜନୈକ ବୃଦ୍ଧ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ମୃତକ ହେଲେ ଉକ୍ତ ଗାଁର ବିକଳ ସାହୁ (୭୦) ।

ସୂଚନା ଅନୁଯାୟୀ ,ଆଜି ଅପରାହ୍ନରେ ସେ ଆମ୍ବ ଗୋଟାଇବାକୁ ନିକଟରେ ଥିବା ଜଙ୍ଗଲକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇଥିଲେ ।

new life
You might also like
error: Content is protected !!