News
WhatsApp Image 2023-10-04 at 17.25.00
samparksetu

ରକ୍ତପିତ୍ତ ଶରୀର

ମାଁ ଭାରତୀ ଙ୍କ ନୟନପିତୁଳା
ଚାଲି ଯାଇଛି ତା ମାଁ ଙ୍କୁ ଛାଡି଼
କାନ୍ଦୁଛି ଏ ଦେଶ କାନ୍ଦେ ତା ପଣତ
ଆସିବେ କି ଆଉ ତା ସନ୍ତାନ ଫେରି ।।

ମାତୃଭୂମି ପ୍ରତି ଏତେ ଯେ ପ୍ରେମ
ବର୍ଣ୍ଣନା ପାଇଁ ମୋ କଲମେ କାଳି
ହିଁ ନାହିଁ କୋଇଲିର ସ୍ୱରେ ଯାତ୍ରା
ଚାଲିଥିଲା ଦେଶର ହୀତ ପାଇଁ ।।

ଛଦ୍ମବେଶୀ ଷଡ଼ଯନ୍ତ୍ର ମାଧ୍ୟମ ଚଲା
ପଥକୁ ଯେ କଲେ କ୍ଷଣିକ ଭିତରେ
ମାଁ ଭାରତୀ ଙ୍କ ପୁତ୍ରମାନେ ରକ୍ତପିତ୍ତ
ହୋଇ ସଦା ସର୍ବଦା ଅମର ରହିଲେ ।।

ସହୀଦ ଯବାନ୍…
ଅମର ରହେ…ଅମର ରହେ…
ଜୟ ହିନ୍ଦ

✍️ଶ୍ରୀ ଲଲାଟ କେଶରୀ ବଳସାମନ୍ତ

new life
You might also like
error: Content is protected !!