News
WhatsApp Image 2023-10-04 at 17.25.00
samparksetu

ଶିତୁଆ

ଶିତୁଆ ଚାହା ର ମଜା 
ନାତି କରେ ଆଇ ସହ ଅଜା
ଶିତୁଆ କପିଂ ର ଆନନ୍ଦ 
ଯେମନ୍ତ ସତେ ମକରନ୍ଦ
ଶିତୁଆ  ଜଳପାନ  ଖିଆ

ପେଟ କୁ କରେ ସିଏ ଥଣ୍ଡା
ଶିତୁଆ ଗରମ ପୋଷାକ
ଶିତକୁ ଛାଡେ ନିମିଷେକ
ଶୀତୁଆ ପାଟିର ଧୂଆଁ
ସତେକି କଳ ର ନିଆଁ
ଶିତୁଆ ଟୋପିର ଉଷ୍ମତା
ଶିଶୁ ର ମା ଓ ମମତା

ଶିତୁଆ ନିଆଁ ପାଖ ତାତି
ନହେଲେ ନାହିଁ ଆଉ ଗତି
ଶୀତୁଆ ଗୀତ ର ସୁର
ବିଲ ଓ ପାହାଡ ର ଝର
ଶୀତୁଆ ଗୁଟୁଖା ର ବାସ୍ନା
ପୂଣ୍ଣମୀ ଶିତଳ ର ଜୋସ୍ନା
ସକାଳୁଆ ଅନ୍ଧାର କୁହୁଡି
ମନ ଚାହେଁ ଗରମ ପକୁଡି
ଏ ସବୁ ଶିତୁଆ ଆଚାର
ନ ପାଏ ଯିଏ ସେ ନାଚାର …

✍️ସନ୍ଦୀପ କୁମାର କର

new life
You might also like
error: Content is protected !!