News
WhatsApp Image 2023-10-04 at 17.25.00
samparksetu

ବୁଲେଟ ଓ ସ୍ୱିପ୍ଟ କାର ମୁହଁ।ମୁହିଁ ଧକ୍କାରେ ଯୁବକଙ୍କ ଚାଲିଗଲା ଜୀବନ

ଢେଙ୍କାନାଳ ଗଜମରା ନିକଟରେ ବୁଲେଟ ଓ ସ୍ୱିପ୍ଟ କାର ମୁହଁ।ମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ବୋରାପଦା ର ଭାଗ୍ୟସାଗର ମହାପାତ୍ର ।

ସୂଚନା ଅନୁଯାୟୀ , ଗୁରୁବାର ରାତିରେ ଭାଗ୍ୟସାଗର ଏବଂ ତାଙ୍କର ୨ଜଣ ସାଙ୍ଗ ବୁଲେଟ ଯୋଗେ ଯାଉଥିବା ସମୟରେ ଗଜମରା ନିକଟରେ ବିପରିତ ଦିଗରୁ ଏକ ସ୍ୱିପ୍ଟ କାର ସହ ମୁହଁlମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ବାଇକ ରେ ଥିବା ୩ଜଣ ଛିଟିକି ପଡ଼ି ଯାଇଥିଲେ ।୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଭାଗ୍ୟସାଗର ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

new life
You might also like
error: Content is protected !!