ଟିକେ ପବନ ହେଲେ , ଗଁଦିଆ ରେ ବିଦୁତ୍ କାଟ ଯୋଗୁଁ ନାହିଁ ନଥିବା ହଇରାଣ ହେଉଛନ୍ତି ଗଁଦିଆ ବାସୀ । ଗ୍ରୀଡ କାର୍ଯ୍ୟ ଦୁଇ ବର୍ଷ ହେଲା ସରିଥିଲେ ମଧ୍ୟ , ଦୁଇ କିଲୋମିଟର ଲିଙ୍କ ଅଭାବ ଯୋଗୁଁ ବିଦ୍ୟୁତ ସରବରାହ ହୋଇ ପାରୁନାହିଁ।
ଏଣୁ ତୁରନ୍ତ ଲିଙ୍କ୍ କାର୍ଯ୍ୟ ଶେଷ କରାଯାଇ ଗ୍ରୀଡ ରୁ ବିଦ୍ୟୁତ୍ ସରବରାହ କରାଯିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।