News
WhatsApp Image 2023-10-04 at 17.25.00
samparksetu

ଗୋଚର,ଖେଳପଡିଆ ଓ ଘରୋଇ ଜମିରେ ପଥର ଖାଦାନ ; ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ଗଁଦିଆ ତହସିଲ ଅନ୍ତର୍ଗତ ନେଉଳପୋଇ ଗ୍ରାମ ପଞ୍ଚାୟତ ବାସୀ ମାନେ ଗୋଚର,ଖେଳପଡିଆ ଓ ଘରୋଇ ଜମିରେ ପଥର ଖାଦାନକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାରଜଣାପଡିଛି ।

ନେଉଳପୋଇ ପଞ୍ଚାୟତ ଅନ୍ତର୍ଗତ ଛାଟିଆ,ଚନ୍ଦ୍ରଶେଖରପୁର ଗ୍ରାମରେ ମାଙ୍କଡା ପଥର ଖଣି ନିଲାମ କରାଯାଇ ପଥର କଟାଯାଉଛି । କିନ୍ତୁ ନିଲାମ ଅନୁସାରେ ଜମିରେ ପଥର କଟାଯାଉନଥିବା ବେଳେ ନୋଟିସ ବୋର୍ଡ ମଧ୍ୟ ନିର୍ମାଣ କରାଯାଇନାହିଁ । ଗ୍ରାମବାସୀ ମାନଙ୍କ ପାଇଁ ଥିବାଗୋଚର,ଖେଳପଡିଆ,ହାଟ,ଶ୍ମଶାନ ପାଇଁ ସଂରକ୍ଷିତ ଥିବା ଜମିରେ ଗତ ଦୁଇ ବର୍ଷ ଧରି ପଥର ଖାଦାନ କରାଯାଇ ପଥର କଟାଚାଲିଛି । ଏଣୁ ଖଣିର ଚିହ୍ନଟ କରି ପଥର କାଟିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି ।

new life
You might also like
error: Content is protected !!