News
WhatsApp Image 2023-10-04 at 17.25.00
samparksetu

ମହୁମାଛି ଆକ୍ରମଣ ରେ ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମଠତେନ୍ତୁଳିଆ ଗ୍ରାମ ର ନିରଞ୍ଜନ ବେହେରା ଜୁଆଳିବଦ୍ଧ କୁ ପାଠପଢାଇବା ପାଇଁ ଯାଇଥିଲେ। ଜୁଆଳିବଦ୍ଧ ଛକ ଠାରେ ମହୁ ଫେଣା ରୁ ମହୁମାଛି ଅତର୍କିତ ଭାବରେ ଆକ୍ରମଣ କରିଥିଲେ।

ଫଳରେ ଗ୍ରାମ ବାସୀ ମାନେ ନିରଞ୍ଜନ କୁ ପ୍ରଥମେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ଚିରଞ୍ଜିବୀ ସେଠୀ ଙ୍କୁ ଅଧିକ ଚିକିତ୍ସା ପାଇଁ ଢେଙ୍କାନାଳ ର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି ।

new life
You might also like
error: Content is protected !!