News
WhatsApp Image 2023-10-04 at 17.25.00
samparksetu

କପିଳାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡ଼ସ ଓ ରକ୍ତଦାନ ସମ୍ପର୍କିତ ସଚେତନତା

ଗଁଦିଆ ସ୍ଥିତ କପିଳାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୟୁଥ ରେଡକ୍ରସ ତରଫରୁ ଏଚ ଆଇ ଭି ଓ ଏ ଡ଼ ସ ଆଉ ରକ୍ତଦାନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।

ଉକ୍ତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ ସଭା ପତିତ୍ୱ କରି ଏ ଡ଼ ସ ପ୍ରତି ସତର୍କ ରହିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ଅଧ୍ୟାପକ ତ୍ରିଲୋଚନ ସାହୁ ହରିନାରାୟନ ସେନାପତି ଓ ପ୍ରିୟବ୍ରତ ଦାସ ପ୍ରମୁଖ ଏ ଡ଼ ସ ଓ ରକ୍ତଦାନ ଉପରେ ଆଲୋକପାତ କରିଥିଲେ ।

ବିଦ୍ୟାଳୟ ୟୁଥ ରେଡକ୍ରସ କାଉନସିଲର ଅଧ୍ୟାପକ ବୀର କିଶୋର ଦତ୍ତ ଏ ଡ଼ ସ କାରଣ ଓ ନିରାକରଣ ଏବଂ ରକ୍ତଦାନ ଉପରେ ଆଲୋକପାତ କରିଥିଲେ । ଶେଷରେ ଖେଳ ଶିକ୍ଷକ ଚିତ୍ତରଞ୍ଜନ ସାମଲ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଉକ୍ତ ସଭାରେ ବିଦ୍ୟାଳୟରସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଯୋଗଦାନ କରିଥିଲେ ।

new life
You might also like
error: Content is protected !!