News
WhatsApp Image 2023-10-04 at 17.25.00
samparksetu

ଟଙ୍କା ଲୁଟ ଘଟଣାକୁ ଆଧାର କରି ଜଣକୁ ଗିରଫ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ଏନଏସିରେ ଜଣେ ଯୁବକ ସନ୍ଦେହ ଜନକ ଭାବରେ ଭାବରେ ବୁଲୁଥିବା ବେଳେ ପୋଲିସ ଯୁବକଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିବାର ଜଣାପଡିଛି ।

ରବିବାର ଅପରାହ୍ନରେ କଟକ ନରସିଂହପୁର ପାର୍ଶ୍ଵରୁ ଦୁଇ ଜଣ ଯୁବକ ଏକ ବାଇକରେ ଆସି ହିନ୍ଦୋଳ ଏନଏସି ୩ ନଂ ୱାର୍ଡ ବସଷ୍ଟାଣ୍ଡ ନିକଟରେ ସନ୍ଦେହ ଜନକ ଭାବରେ ଛିଡ଼ା ହୋଇଥିଲେ । ପୋଲିସ ଚତୁରତାର ସହିତ ଜଣେ ଯୁବକକୁ କାବୁ କରିଥିବାର ଜଣା ପଡିଛି । ଗିରଫ ଯୁବକ ଙ୍କ ଠାରୁ ଏକ ବନ୍ଧୁକ ଜବତ ହୋଇଥିବା ବେଳେ ସେ ବ୍ୟାଙ୍କ ଟଙ୍କା ନେଇ ଯାଉଥିବା ଗାଡିରୁ ଟଙ୍କା ଲୁଟ ଘଟଣାରେ ସମ୍ପୃକ୍ତ ଥିବାର ଅନୁମାନ କରାଯାଉଛି ।

new life
You might also like
error: Content is protected !!