News
WhatsApp Image 2023-10-04 at 17.25.00
samparksetu

ଆଇଆଇଏମସି ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ !

ଗତକାଲି ଜିଲ୍ଲା କୃଷି କାର୍ଯ୍ୟାଳୟ କୁ ଛାତ୍ର ମାନେ ଅଧିକାରୀ ଙ୍କୁ ଖାଲି ପଡ଼ିଥିବା ପଦବୀ ସଂକ୍ରାନ୍ତ ରେ ପଚାରିବାକୁ ଯାଇଥିବା ବେଳେ ସହକାରୀ କୃଷି ଅଧିକାରି ମାର୍କଣ୍ଡ ପ୍ରଧାନ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ରାସ୍ତା କଡର ସାମ୍ବାଦିକ କହି କାର୍ଯ୍ୟାଳୟ ରୁ ବାହାର କରିଦେଇଥିଲେ ।

ଚାଷୀ ମୂଲିଆ କହିବା ସହିତ କାର୍ଯ୍ୟାଳୟ କୁ ପୁର୍ନବାର ନ ପୁରାଇଦେବା ପାଇଁ ମଧ୍ୟ କର୍ମଚାରୀ ଙ୍କୁ ତାଗିଦ୍ କରିଥିଲେ । ଏଭଳି ଦୁର୍ବବ୍ୟହାର ଓ ମାନସିକ ନିର୍ଯ୍ୟାତନା ର ଶିକାର ହୋଇ ଛାତ୍ର ମାନେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ସହକରି କୃଷି ଅଧିକାରୀ ମାର୍କଣ୍ଡ ପ୍ରଧାନ କୁ ଡାକି ପଚରା ଉଚରା ଜାରି ରଖିଛି । ଜଣେ ସରକାରୀ ଅଧକାରୀଙ୍କ ଏଭଳି ଉପଦ୍ରବ ସାମ୍ବାଦିକ ମହଲ ରେ ସମସ୍ତେ ନିନ୍ଦା କରିବା ସହିତ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି କହିଛନ୍ତି ।

new life
You might also like
error: Content is protected !!