News
WhatsApp Image 2023-10-04 at 17.25.00
samparksetu

ଆଉଟସୋରସିଂ ମହାସଂଘ ର ଦାବିପତ୍ର

ରାଜ୍ୟ ସରକାର ବାରମ୍ବାର ପ୍ରତିଶୃତି ଦେଇ ମଧ୍ୟ ପ୍ରତିଶୃତି ପାଳନ କରି ନାହାଁନ୍ତି । ମିଥ୍ୟା ପ୍ରତିଶୃତି ବିରୋଧ କରି ରାଜ୍ୟ ଆଉଟସୋରସିଂ ମହାସଂଘ ନିଷ୍ପତି କ୍ରମେ ଆଜି ଢେଙ୍କାନାଳ ର ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦିଆଯାଇଅଛି ।

ଆଜି ଦିନ ୧୦ ଘଟିକା ଠାରୁ ୨ଘଟିକା ପର୍ଯ୍ୟନ୍ତ ଢେଙ୍କାନାଳ ର ସମସ୍ତ ଆଉଟସୋରସିଂ କର୍ମଚାରୀ ମାନେ ଶାନ୍ତି ପୂର୍ବକ ଧାରଣା ଦେଇଛନ୍ତ ଓ ଢେଙ୍କାନାଳ ଜିଲ୍ଲପାଳ ମହୋଦୟ ଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରିଛନ୍ତି ।ଯଦି ଆସନ୍ତା ୧୫ ଦିନ ଭିତରେ ଦାବି ଗୁଡିକ ପୂରଣ ନ ହୁଏ ତେବେ ନବୀନ ନିବାସ ଘେରାଓ କରିବେ ବୋଲି ସ୍ଥିର କରିଛନ୍ତି ।

new life
You might also like
error: Content is protected !!