News
WhatsApp Image 2023-10-04 at 17.25.00
samparksetu

ଘରେ ରୋଷେଇ କରୁଥିବା ସମୟରେ ନିଆଁ ଲାଗି ବୃଦ୍ଧା ଗୁରୁତର

ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ବୃଦ୍ଧା ଜଣଙ୍କ ବେଲ ବେହେରା (୬୦) ଏବଂ ତାଙ୍କ ଘର କଣ୍ଟାପାଳ ପଂଚାୟତ ଗୋତମରା ଗାଁରେ ବୋଲି ସୂଚନା ମିଳିଛି ।

ଘରେ ରୋଷେଇ କରୁଥିବା ସମୟରେ ଅସାବଧାନତା ପାଇଁ ଲାଗି ଯାଇଥିଲା ନିଆଁ । ତାଙ୍କୁ ପ୍ରଥମେ କାମାକ୍ଷାନଗର ପରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି , ସେ ବର୍ତ୍ତମାନ ଗୁରୁତର ଥିବାର ସୂଚନା ମିଳିଛି ।

new life
You might also like
error: Content is protected !!