News
WhatsApp Image 2023-10-04 at 17.25.00
samparksetu

ଆଗ ଧାଡ଼ିର ଯୋଦ୍ଧା ମାନଙ୍କ ପାଇଁ କରୋନା ର ବୁଷ୍ଟର ଡୋଜ ଟିକାକରଣ ଆରମ୍ଭ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାମାକ୍ଷାନଗର ସବ -ଡିଭିଜନ ମେଡିକାଲରେ ଆଜି ୪୫ ରୁ ୬୦ବର୍ଷ ବୟସ ଭିତରେ ଆଗ ଧାଡ଼ିର ଯୋଦ୍ଧା ମାନଙ୍କ ପାଇଁ କରୋନା ବୁଷ୍ଟର ଡୋଜ ଟୀକା କରଣ ଆରମ୍ଭ ହୋଇଛି l

ସୂଚନା ଅନୁସାରେ କାମାକ୍ଷାନଗର ମୁଖ୍ୟ ଚିକିତ୍ସାଲୟ ର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁବାସଚନ୍ଦ୍ର ମଣ୍ଡଳ ଆଜି କରୋନl ବୁଷ୍ଟର ଡୋଜ ର ଟିକକରଣ ଆରମ୍ଭ କରିଛନ୍ତି l ପ୍ରଥମ ଲାଇନ ଯୋଦ୍ଧା ଯେପରି ଡାକ୍ତର, ପୁଲିସ, ଫାୟାର ଏଭଳି ଯୋଦ୍ଧା ମାନଙ୍କୁ ବୁଷ୍ଟର ଡୋଜ ଟୀକା ଦିଆଯିବ l ଡାକ୍ତର ସୁବାଷଚନ୍ଦ୍ର ମଣ୍ଡଳ ଙ୍କ ତତ୍ଵାବଧାନ ରେ ଆଜି ଡାକ୍ତରଖାନା ର କର୍ମଚାରୀ ମାନେ ବୁଷ୍ଟର ଡୋଜ ନେଇଥିଲେ l

new life
You might also like
error: Content is protected !!