News
WhatsApp Image 2023-10-04 at 17.25.00
samparksetu

ବାଇକରୁ ଏକଲକ୍ଷ ଟଙ୍କା ଲୁଟ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଥାନା ସହର ମଧ୍ୟରୁ ବାଇକରୁ ଏକ ଲକ୍ଷ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଛନ୍ତି ୨ଲୁଟେରା।ମଠକରଗୋଳା ଗ୍ରାମର ସନ୍ତୋଷ କୁମାର ଜେନା ଷ୍ଟେଟବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ସ୍ଥାନିୟ କଳ୍ପନା କ୍ଲବ ନିକଟରୁ ସାର,ମଞ୍ଜି କିଣୁଥିବାବା ବେଳେ ୨ଜଣ ଦୂର୍ବୁତ୍ତ ଏକ ନାଲି ରଙ୍ଗର ଟିଭିଏସ ଆପାଚେ ଗାଡିରେ ଆସି ବାଇକର ହାଣ୍ଡେଲରେ ରଖାଯାଇଥିବା ଟଙ୍କା ବ୍ୟାଗକୁ ଲୁଟି ଫେରାର ହୋଇଯାଇଛନ୍ତି।

ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଥି୍ବା ବେଳେ ଲୁଟେରାଙ୍କ କୈାଣସି ସନ୍ଧାନ ପାଇପାରି ନାହିଁ।ସହର ମଧ୍ୟରୁ ଲୁଟେରା ମାନେ ଦିନ ଦୁଇପ୍ରହରରେ ଟଙ୍କା ଲୁଟ ହୋଇଥିବା ବେଳେ ପୋଲିସକୁ ଲୁଟେରା ମାନେ ଖୋଲା ଚ୍ୟାଲେଞ୍ଜ ଦେଇଥିବା ଜଣା ପଡିଛି।

new life
You might also like
error: Content is protected !!