News
WhatsApp Image 2023-10-04 at 17.25.00
samparksetu

କାମାକ୍ଷାନଗର ରେ ସଚେତନତା ରଥ ପରିକ୍ରମା

କାମାକ୍ଷାନଗର ସିଡିପିଓ ଅଫିସ ପରିସରରେ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବାଲ୍ୟ ବିବାହ ଓ ମହିଳା ଙ୍କ ଉପରେ ହେଉଥିବା ନିର୍ଯାତନା ଉପରେ ବ୍ଲକ ର ବିଭିନ୍ନ ଗ୍ରାମ ରେ ସଚେତନ କରିବା ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l

ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ସିଡିପିଓ ଶୈଲେନ୍ଦ୍ରି ପଟେଲ୍ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଉପାଧ୍ୟାକ୍ଷା ଶକୁନ୍ତଳା ସେଠୀ ଉପସ୍ଥିତ ରହି ସଚେତନତା ରଥ କୁ ଉଦଘାଟନ କରିଥିଲେ l

new life
You might also like
error: Content is protected !!