News
WhatsApp Image 2023-10-04 at 17.25.00
samparksetu

ମହାତ୍ମା ଗାନ୍ଧୀ ଔଷଧୀୟ ଅରଣ୍ୟ କୁ ଉଦଘାଟନ କଲେ ମନ୍ତ୍ରୀ

କାମାକ୍ଷାନଗର ମେନରୋଡ୍ ଠାରେ ମହାତ୍ମାଗାନ୍ଧୀ ଔଷଧୀୟ ଅରଣ୍ୟ କୁ ଆଜି ଖଣି ଇସ୍ପାତ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଉଦଘାଟନ କରିଛନ୍ତି।

କାମାକ୍ଷାନଗର ସହରବାସୀ ଙ୍କୁ ଏଠାରେ ସତେଜ୍ ଦୁଗ୍ଧ, ସବୁଜ ପନିପରିବା ସାଙ୍ଗକୁ ବିଭିନ୍ନ ପ୍ରକାରର ଫୁଲ ,ଫଳ ଗଛ ମିଳିପାରିବ ବୋଲି ଜଣା ପଡ଼ିଛି । ଉଦଘାଟନ ସମୟ ରେ ବ୍ଲକ୍ ଅଧକ୍ଷ ପ୍ରେମାନନ୍ଦ ସାହୁ, ଶ୍ରମିକ ନେତା ବାସୁଦେବ ସାହୁ ଉପସ୍ଥିତ ଥିଲେ।

new life
You might also like
error: Content is protected !!