News
WhatsApp Image 2023-10-04 at 17.25.00
samparksetu

ତୃତୀୟ ଦିବସ ରେ ପ୍ରାକୃତିକ ବିପର୍ଯ୍ୟୟ ଶିବିର

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ର ଏକମାତ୍ର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ତୃତୀୟ ଦିବସ ରେ ପ୍ରାକୃତିକ ବିପର୍ଯ୍ୟୟ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିର ତୃତୀୟ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ପ୍ରକଳ୍ପ ଉପନିର୍ଦ୍ଦେଶକ ଡା. ସରୋଜ କୁମାର ଦତ୍ତ ଯୋଗ ଦେଇଥିବା ବେଳେ କଙ୍କଡ଼ାହାଡ଼ ଗୋଷ୍ଠି ଉନୟନ ଅଧିକାରୀ ଦୁର୍ଗା ଚରଣ ମୁର୍ମୁ, ପୂର୍ଵ ତନ ବ୍ଲକ ଅଧକ୍ଷ କାର୍ତ୍ତିକା ସାହୁ, କଙ୍କଡ଼ାହାଡ଼ କନିଷ୍ଟ ମହାବିଦ୍ୟାଳୟ ର ଅଧକ୍ଷ ପ୍ରସନ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ପାଣ୍ଡଵ ଚରଣ ଦାସ, ବାତ୍ୟା ଆଶ୍ରୟ ସ୍ଥଳୀ ର ସଭାପତି ତଥା ସରପଞ୍ଚ ଶ୍ରୀମତୀ ଅନୁସୟା ସାହୁ, ଏବଂ ସମ୍ପାଦକ ସନାତନ ପରିଡା, ସମାଜସେବୀ ବିମଳ କୁମାର ସାହୁ,ମନୋଜ କୁମାର ଦାସ, ସାମ୍ବାଦିକ ପ୍ରସନ କୁମାର ପରିଡା, ଟେନର ସୂର୍ଯ୍ୟକାନ୍ତ ଲେଙ୍କା ଓ ପ୍ରଦୀପ୍ତ କୁମାର ବରାଳ ଉପସ୍ଥିତ ରହିଥିଲେ ।

ତାଲିମି ସିବିରାର୍ଥୀ ମାନଙ୍କୁ ମୁଖ୍ୟ ଅତିଥି ସରୋଜ କୁମାର ଦତ୍ତ ତାଙ୍କ ଉଦୁବୋଧନ ରେ ବାତ୍ୟା, ବନ୍ୟା, ପ୍ରାକୃତିକ ଵିପର୍ଯ୍ୟୟ, ସର୍ପ।ଘାତ, ବଜ୍ର।ଘାତ, ଗର୍ଭ ବତୀ ମହିଳା, ଅଗ୍ନି ବିପନ୍ନ, ଘରୋଇ ରନ୍ଧନ ଗ୍ୟାସ, ସଡ଼କ ଦୁର୍ଘଟଣା, ସନ୍ଧାନ ଓ ଉଦ୍ଧାର ଏହା କିପରି ତୁରନ୍ତ ମୁକାବିଲା କରାଯାଇ ପାରିବ ଯୁବକ ଯୁବତୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

new life
You might also like
error: Content is protected !!