News
WhatsApp Image 2023-10-04 at 17.25.00
samparksetu

କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ର ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ

କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ସମସ୍ତ କର୍ମକର୍ତା ଆଜି କଙ୍କଡାହାଡ଼ ଗୋଷ୍ଟି ଉନ୍ନୟନ ଅଧିକାରୀ ଶଙ୍କର ପ୍ରସାଦ ସାହୁଙ୍କୁ ସଂଘ ସଭାପତି ଇଂ ରାଜେଶ କୁମାର ଦେହୁରୀଙ୍କ ନେତୃତ୍ୱରେ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ ।

କଙ୍କଡାହାଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଇଥିବାରୁ ସାମଗ୍ରିକ ବିକାଶ ପାଇଁ ବ୍ଳକ ପ୍ରଶାସନର ସହଯୋଗ ପାଇଁ ସାମ୍ବାଦିକ ସଙ୍ଘ ବିଡ଼ିଓଙ୍କ ପାଖରେ ମତବ୍ୟକ୍ତ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଘ ଉପସଭାପତି ନବକିଶୋର ସାହୁ,ଦିପେଶ ପଣ୍ଡା,ସାଧାରଣ ସମ୍ପାଦକ ଟୁକୁନ ବିଶ୍ୱାଳ,ଯୁଗ୍ମ ସମ୍ପାଦକ ସୁବାସ ପଧାନ,କୋଷାଧ୍ୟକ୍ଷ ଅରବିନ୍ଦ ପାଳ,ଉପଦେଷ୍ଟା ବିରବର ସାହୁ,ଦିବ୍ୟସିଂହ ଦେହୁରୀ,ସଦସ୍ୟ କ୍ଷୀରୋଦ ଦେହୁରୀ,ରିତେଶ ବ୍ରହ୍ମା,ଚଗଲା ଦେହୁରୀ, ଦୀପ୍ତିରଞ୍ଜନ ସାହୁ,ଜିତେନ୍ଦ୍ର ପାଣି,ଟଙ୍କଧର ନାଏକ,ଦୀପକ ସାହୁ,ବିରଞ୍ଚି ସାହୁ,ସଂକର୍ସଣ ନାଏକ,ରଞ୍ଜିତ ସାହୁ ଉପସ୍ଥିତ ଥିଲେ ।

new life
You might also like
error: Content is protected !!