News
WhatsApp Image 2023-10-04 at 17.25.00
samparksetu

ଏଟିଏମ ଲୁଟ ଉଦ୍ୟମ ବିଫଳ

ଢେଙ୍କାନାଳ ସହର କୁଞ୍ଜକାନ୍ତ ଠାରେ ଥିବା କାନରା ବ୍ୟାଙ୍କ ଏଟିଏମକୁ ଗତକାଲି ରାତିରେ ଲୁଟ ଉଦ୍ୟମ ହୋଇଥିବା ସୂଚନା ମିଳିଛି । ଏଟିଏମ ପ୍ରବେଶ ଦ୍ୱାର କବାଟର କାଚ ଭଙ୍ଗା ଯାଇଥିବା ବେଳେ ମେସିନ ସୁରକ୍ଷିତ ରହିଥିବାର ଜଣା ପଡିଛି l

ଗୁରୁବାର ପୂର୍ବାହ୍ନରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଜାଣିପାରି ପୁଲିସରେ ଅଭିଯୋଗ କରିଛନ୍ତି l ପୁଲିସ ବ୍ୟାଙ୍କର ସିସିଟିଭି ଫୁଟେଜ ଦେଖି ଅନୁସନ୍ଧାନ ଚଳାଇଛି । ଏ ନେଇ ବ୍ୟାଙ୍କର ସିନିୟର୍ ମ୍ୟାନେଜର ସ୍ମିତାରଣୀ ପ୍ରଧାନ ଚୋରୀ ହୋଇଥିବା ଭିଡିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି । ଆଜି ସକାଳେ ବ୍ୟାଙ୍କ ଖୋଲାଯାଇଥିବା ବେଳେ ଏହା ଜଣା ପଡ଼ିଛି।

new life
You might also like
error: Content is protected !!