News
WhatsApp Image 2023-10-04 at 17.25.00
samparksetu

ସରକାରୀ ଯୋଜନାରୁ ବଞ୍ଚିତ ୨ ମହିଳା

ଗରିବ ଲୋକଙ୍କୁ ନାହିଁ ସରକାରୀ ସହାୟତା । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡ ପିଛା ୫କେଜି ଚାଉଳ ମିଳୁ ଥିବାବେଳେ ପକୃତ ହିତାଧିକାରୀଙ୍କୁ ନା ମିଳୁଛି ଚାଉଳ ନା ମିଳୁଛି ଆବାସ ।

ଏପରି ଏକ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ବ୍ଳକ କୁସୁମଯୋଡି ପଞ୍ଚାୟତର ଆଲୁଅଝରଣ ହରିଜନ ସାହିରେ ।
ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି ପକୃତ ହିତାଧିକାରୀ ନାଁ ମିଳି ପାରୁଛି ଚାଉଳ ଗଣ୍ଡେ ନାଁ ରହିବା ପାଇଁ ଘର ଖଣ୍ଡେ ମିଳିଛି , ଭଙ୍ଗା ଚାଳ ଛପର ଘରେ ବିତୁଛି ଜୀବନ ।

new life
You might also like
error: Content is protected !!