News
WhatsApp Image 2023-10-04 at 17.25.00
samparksetu

ଘର ଭାଙ୍ଗି ଠାକୁରଙ୍କ ଅଳଙ୍କାର ସହିତ ଅନ୍ୟାନ୍ୟ ଜିନିଷ ଚୋରି

ପୁଣି ମାତିଲେ ଲୋଟେରା କାମାକ୍ଷାନଗର ଦିଗୋଡ଼ିଆ ନୁଆଁଆଳତୁମା ଗାଁର ଠାକୁର ଘର ଭାଙ୍ଗି ଲୋଟ କଲେ ଠାକୁରଙ୍କ ଅଳଙ୍କାର ସହିତ ଅନ୍ୟାନ୍ୟ ସାମଗ୍ରୀ ।ଗତ କିଛିଦିନ ହେଲାଣି କାମାକ୍ଷାନଗର ଥାନା ଅଞ୍ଚଳରେ ଲୋଟେରା ମାନଙ୍କର ପ୍ରାଦୃଭାବ ଦେଖିବାକୁ ମିଳିଛି ।

ଗତ ସପ୍ତାହକ ତଳେ କାଦୁଆ ପଂଚାୟତର ୩ଟି ମନ୍ଦିରରୁ ଚୋରି ହୋଇଥିବା ବେଳେ ପୋଲିସ ତାର ଟେର ମଧ୍ୟ ପାଇ ନାହିଁ ।କାମାକ୍ଷାନଗର ଥାନା ଅଞ୍ଚଳରେ ଏବେ ବ୍ରାଉନ ସୁଗାର ଠାରୁ ଆରମ୍ଭ କରି ଅନ୍ୟ ନିଶାରେ ଉବୁଡୁବୁ ହେଉଛି କିନ୍ତୁ ଆଖି ଦୁଷିଆ ଚଢ଼ାଉ ହେଉନାହିଁ ।ତେଣୁ ନିଶାଡୀ ମାନେ ଏଭଳିଆ କାମ କରୁଥିବା ଅନୁମାନ କରାଯାଏ ।ଏହା ଉପରେ ଉଚ୍ଚ ପଦସ୍ତ ଅଧିକାରୀ ଦୃଷ୍ଟି ଦେବାକୁ ହୋଇଛି ଦାବି ।

new life
You might also like
error: Content is protected !!